ଆଠମଲ୍ଲିକ ରେ କାଳ ବୈଶାଖୀ ର ତାଣ୍ଡବ ରେ ଧନ ଜୀବନ ଧ୍ବସ୍ତ ବିଧ୍ବସ୍ତ ।
ଆଠମଲ୍ଲିକ ରେ କାଳ ବୈଶାଖୀ ର ତାଣ୍ଡବ ରେ ଧନ ଜୀବନ ଧ୍ବସ୍ତ ବିଧ୍ବସ୍ତ ।
ଅନୁଗୋଳ ୩୦/୫ (ଧନଞ୍ଜୟ ନାୟକ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଟାଉନ ରେ ଗତ ମଙ୍ଗଳବାର ଦିନ କାଳ ବୈଶାଖୀ ର ତାଣ୍ଡବ ରେ ଧନ ଜୀବନ ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ୍ କାଟ ସାଙ୍ଗକୁ ଗରମ ଗୁଳୁଗୁଳି ରେ ଜନ ସାଧାରଣ ଲୋକଙ୍କ ଅସୁବିଧା ଏପରି ଯେ ନ ଦେଖିଲେ ଜାଣିହେବ ନାହିଁ । ବହୁ ବର୍ଷ ରୁ ବଡ ବଡ ବୃକ୍ଷ ଟଳି ପଡ଼ିଥିବା ବେଳେ କେବିନି, ଅଜେବେଷ୍ଟେ ଘର ପବନରେ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହି ଘଟଣାର ର ଆଠମଲ୍ଲିକ ରାଜସ୍ବ ନୀରିକ୍ଷକ ଅଧିକାରୀ ତଦନ୍ତ କରି ସରକାର ଙ୍କ ସହାୟତା ରାଶି ପ୍ରଦାନ କରିବା ବାକୁ ମତ ପ୍ରକାଶ କରିଛନ୍ତି