logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଣ୍ଟାବାଞ୍ଜି ଗରେଇ ମଣ୍ଡଳ ରେ BJP କାର୍ଯ୍ୟାଳୟ ଉଦଘାଟନ

ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରେଇ ଗ୍ରାମ ରେ ବିଜେପି କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବେନ୍ ଫିତା କାଟି ଥିଲେ ବିଜେପି ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗ ଶ୍ରି ବାଗ ସହ ସହ କର୍ମୀ ଙ୍କ ସହିତ ଆଗକୁ ଥିବା ନିର୍ବାଚନ କୁ ନେଇ ଏହି କାର୍ଯ୍ୟାଳୟ ଲୋକଙ୍କ ସେବା ରେ ଆସିବ ବୋଲି ସମ୍ବର୍ଧନା ଦେଇ ଥିଲେ

179
7796 views

Comment