logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କିଡିଙ୍ଗ ଠାରେ ଆଲୁମିନିୟମ ପାଉଡର ବୋଝେଇ ଟ୍ରଲରେ ଲାଗିଲା ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ,

ଓଡ଼ିଶା;ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ଛଅ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ଠାରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ରଲର ଠାରେ ସଟସାର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା।ଯାହା ଫଳରେ ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ ରାସ୍ତା ଜାମ ରହିଥିଲା।ପରେ ନର୍ଲା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା କିଛି ସମୟପରେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଯାତାୟାତ ସ୍ବଭାବିକ ହୋଇଥିବା ସୁଚନା।ନିଆଁ ଲାଗିଥିବା ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନକେତନ ଶବର ଓ କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା।

139
7045 views

Comment