logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୁବନ ବ୍ଲକ ଜୋନ୍-୩ ରୁ ପ୍ରଚାର ଆରମ୍ଭ କରିଲା ଶାସକ ବିଜେଡି ଦଳ।

ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ଶାସକ ଦଳ ପକ୍ଷରୁ ନବାଗତ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଏବଂ କାମାକ୍ଷାନଗର ବିଧାନସଭା ଆସନରେ ପଞ୍ଚମ ଥର ବିଜେଡି ଟିକେଟ ହାତେଇଥିବା ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ଭୁବନ ବ୍ଲକର ତିନି ନମ୍ୱର୍ ଜୋନରେ ଏକ ବିରାଟ କର୍ମୀ ସମ୍ମିଳନୀ କରି ଚଳିତ ନିର୍ବାଚନ ପ୍ରଚାରର ମୂଳଦୁଆ ପକାଇଛନ୍ତି ।

165
3155 views

Comment