logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Baleswar: କର୍ମୀ କହିଲେ ସନ୍ତୋଷ ଖଟୁଆ ପ୍ରାର୍ଥୀ ନହେଲେ ଦଳ ଛାଡିବୁ ।

ବାଲେଶ୍ବର: ନୀଳଗିରି ନିର୍ବାଚନ ମଣ୍ଡଳୀରେ ଦୁଇ ନେତା ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। କିଏ ହେବେ ବିଧାନସଭା ପ୍ରାର୍ଥୀ। ସନ୍ତୋଷ କୁମାର ଖଟୁଆ ନା ସୁକାନ୍ତ କୁମାର ନାୟକ। ସନ୍ତୋଷ ଖଟୁଆଙ୍କୁ ବିଜେଡି କର୍ମୀମାନେ ସମର୍ଥନ କରୁଥିବା ବେଳେ ସୁକାନ୍ତ ଦଳ ଡିଆଁ ପାଇଁ କର୍ମୀ ମାନେ ତାଙ୍କୁ ପ୍ରାର୍ଥୀ ହେଲେ ବିରୋଧ କରୁଛନ୍ତି। ସୁକାନ୍ତ ପ୍ରାର୍ଥୀ ହେଲେ କର୍ମୀମାନେ ଦଳ ଛାଡି ଦେବେ ବୋଲି କହିଛନ୍ତି।

154
3833 views

Comment