logo

ଭୁବନେଶ୍ୱର ଜିଲ୍ଲା ଅଧ୍ୟକ୍ଷ ପାଇଁ ମୋତେ ଭୋଟ ଦେବାକୁ ବିଶେଷ ଅନୁରୋଧ।

ଜୟ ଜଗନ୍ନାଥ ⭕❗⭕, ଛୋଟ ବଡ଼ ଭାଇ ଓ ଭଉଣୀ ମାନଙ୍କୁ ମୋର ନମସ୍କାର 🙏🙏🙏

💐💐 ମୁଁ ଅଶ୍ୱିନୀ କୁମାର ନନ୍ଦ , ମୁଁ ଦୀର୍ଘ ୧୮ ବର୍ଷ ହେଲାଣି ବିଭିନ୍ନ ପତ୍ର ପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମ ମାନଙ୍କରେ ସାମ୍ବାଦିକତା କରି ଆସୁଅଛି ଓ ବିଭିନ୍ନ ସ୍ଥାନରୁ ରୁ ପୁରସ୍କୃତ ହୋଇଛି । ବର୍ତମାନ ମୁଁ "Read News Media Agency"(ଜାତୀୟ )ର Odisha Head ଥିବା ସହ "Sachetan News "ର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରୁଅଛି,ତାହାସହ ଗରିବ ଅସହାୟ ମାନଙ୍କୁ ସାହାଯ୍ୟ ନିମନ୍ତେ “ ଗରୀବ ସାଥି ଫାଉଣ୍ଡେସନ ” ର ପ୍ରତିଷ୍ଠାତା ଅଟେ ଯାହା ଓଡିଶା ର କୋଣେ ଅନୁକୋଣେ ଦୁଃଖିରଙ୍କି ମାନଙ୍କ ପାଇଁ କାମ କରୁଅଛି।💐💐
💐💐💐 ପ୍ରିୟ ବନ୍ଧୁ ଓ ବାନ୍ଧବୀ ଆସନ୍ତା କାଲି AIMA ର ନିର୍ବାଚନ ହେଉଥିବାରୁ ଭୁବନେଶ୍ବର ଜିଲ୍ଲା ଅଧ୍ୟକ୍ଷ ପାଇଁ ମୁଁ ଜଣେ ପ୍ରାର୍ଥୀ । ତେଣୁକରି ଆପଣଙ୍କ ବହୁ ମୁଲ୍ୟ ଭୋଟ ( ସକାଳ ୭.୦୦ ଟା ରୁ ୧୧:୦୦ ଟା ମଧ୍ୟ ରେ ଅନଲାଇନ ମାଧ୍ୟମ ରେ ) AIMA ସାଇଟ କୁ ଯାଇ ମୋତେ ପ୍ରଦାନ କରି ଜୟଯୁକ୍ତ କରିବାକୁ ମୋର ବିନମ୍ର ଅନୁରୋଧ ।🙏🙏🙏

23
812 views