logo

Aama Odisha Naveen Odisha

ଯାଜପୁର ଜିଲ୍ଲା ରେ ୧୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ହଜାର ୧୦୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏ ନେଇ ଆଜି ଯାଜପୁର ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଜନସାଧାରଣ ଙ୍କୁ ଭିଡିଓ କଫର୍ସିଂ ଜରିଆରେ ସନ୍ଧ୍ୟା ୫ଟାରେ ଉଦବୋଧନ କରିବେ।

1
4483 views