logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

SBI କେନ୍ଦ୍ରାପଡା ମୁଖ୍ୟ ଶାଖା ପରିଚାଳକ ମାନନୀୟ ପ୍ରକାଶ ଗ୍ରହଚIର୍ଯ୍ୟ ଙ୍କ ନେତୃତ୍ୱରେ ଏକ ମେଘା ରକ୍ତଦାନ ଶିବିର ଆଜି ମୁଖ୍ୟ ଶାଖା ପରିସରରେ

SBI କେନ୍ଦ୍ରାପଡା ମୁଖ୍ୟ ଶାଖା ପରିଚାଳକ ମାନନୀୟ ପ୍ରକାଶ ଗ୍ରହଚIର୍ଯ୍ୟ ଙ୍କ ନେତୃତ୍ୱରେ ଏକ ମେଘା ରକ୍ତଦାନ ଶିବିର ଆଜି ମୁଖ୍ୟ ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଶାଖା ର କର୍ମଚାରୀ ଓ ବ୍ୟାଙ୍କ ର ଗ୍ରାହକ ମାନେ ମଧ୍ୟ୍ୟ ସୋଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ଏହି କ୍ୟାମ୍ପ ରେ 70 ଗୋଟି ରକ୍ତ ସଂଗ୍ରହ ହୋଇଥିବା ମେଡିକାଲ କର୍ମଚାରୀ ଶ୍ରୀ ରାକେଶ ଦାସ ସୂଚନା ଦେଇଥିଲେ ଏହି ରକ୍ତ ଦାନ ଶିବିରକୁ ବ୍ୟାଙ୍କ ର ଉପ ପରିଚାଳକ ମାନନୀୟ ସୁରେଶ ପୃଷ୍ଟି ରିନା ରାଣୀ ନାୟକ ଦୁଷ୍ମନ୍ତ ବେହେରା ରମାକାନ୍ତ ଅଗସ୍ତି ବିଜୟ ନାୟକ ଜଗନ୍ନାଥ ପଣ୍ଡା ରାଜା ମୁନା ରାମେଶ୍ୱର ନାୟକ ପ୍ରମୁଖ ରହି ଏହି ଶିବିରକୁ ସୁଚାରୁ ରୁପେ ପରିଚାଳନା କରିଥିଲେ

162
28169 views
1 shares

Comment