ସରକାର ବିରୋଧ କୁ ରାଷ୍ଟ୍ର ବିରୋଧୀ ନୁହଁ।
ସରକାର ବିରୋଧ କରୁଥିବା ବ୍ୟକ୍ତି ରାଷ୍ଟ୍ର ବିରୋଧୀ ନୁହେଁ। ଏହା କହିବା କୁ ଯାଇ ସେ କହିଛନ୍ତି ସରକାର ସମର୍ଥନ କରୁଥିବା ବ୍ୟକ୍ତି ରାଷ୍ଟ୍ର ସହାୟକ ନୁହେଁ ବୋଲି ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ପ୍ରସାଶକ ସାର୍ ସମ୍ପର୍କରେ ସଚେତନତା ସୣଷ୍ଟି କରିଛନ୍ତି।