logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜନସାଧାରଣଙ୍କ ସ୍ବାର୍ଥ ନିମିତ୍ତ ଖବର ପ୍ରସାରଣ କରିବା ପାଇଁ ଆମେ ସର୍ବଦା ନିର୍ଭୀକତାର ସହିତ ପ୍ରସ୍ତୁତ।

ଜନସାଧାରଣଙ୍କ ସ୍ବାର୍ଥ ନିମିତ୍ତ ଖବର ପ୍ରସାରଣ କରିବା ପାଇଁ ଆମେ ସର୍ବଦା ନିର୍ଭୀକତାର ସହିତ ପ୍ରସ୍ତୁତ।

କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ରାଜ୍ଯ ର ସର୍ବସାଧାରଣଙ୍କ ସ୍ବାର୍ଥ ନିମିତ୍ତ ଖଣ୍ଡାଧାର ନିଉଜ ଏବଂ AIMA MEDIA ସବୁବେଳେ ନିରବଚ୍ଛିନ୍ନ ଭାବରେ ନିର୍ଭୀକତାର ସହିତ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଖବର ପ୍ରସାରିତ କରିବା ପାଇଁ ପ୍ରସ୍ତୁତ ରହିଛି। ପ୍ରତ୍ୟେକଟି ଖବର ଅସଂଖ୍ଯ ପାଠକ ନିକଟତର କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ସରକାରଙ୍କ ଦ୍ରୁଷ୍ଟି ଆକର୍ଷିତ କରୁଅଛି। ଆପଣ କେନ୍ଦୁଝର ଜିଲ୍ଲା ତଥା ରାଜ୍ଯର ଯେକୌଣସି ଅଞ୍ଚଳର ଅଧିବାସୀ ହୁଅନ୍ତୁ ନା କାହିଁକି, ଆପଣଙ୍କ ଅଞ୍ଚଳର ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଖବର ପ୍ରସାରଣ କରିବା ପାଇଁ ଯଦି ଆଗ୍ରହୀ ଅଛନ୍ତି। ତେବେ ଅବିଳମ୍ବେ ନିମ୍ନରେ ପ୍ରକାଶିତ ମୋବାଇଲ ନମ୍ବରରେ ସମସ୍ୟା ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିବା ସହିତ ଫୋଟ ଓ ଭିଡିଓ ରେକର୍ଡିଂ ପଠାଇପାରିବେ। ଯଦି ନାମ ଓ ମୋବାଇଲ ନମ୍ବର ଗୋପନୀୟ ରଖିବା ପାଇଁ ଚାହୁଁଛନ୍ତି, ସେ ବାବଦରେ ଅବଗତ କରିବା ଉଚିତ୍। ଖବର ପ୍ରସାରଣ କରି ସାର୍ବଜନୀନ କରିବା ସଙ୍ଗେ ସଙ୍ଗେ ତାହାର ଲିଙ୍କ୍ ଆପଣଙ୍କ ମୋବାଇଲ ନମ୍ବର ରେ ପଠାଇ ଦିଆଯିବ। ବିଭିନ୍ନ ଅଞ୍ଚଳରେ ରହିଥିବା ଅନେ ପ୍ରକାରର ସମସ୍ୟା ସମ୍ପର୍କରେ, ସର୍ବସାଧାରଣ ନାଗରିକ ମାନଙ୍କର ସ୍ବର ଏବଂ ସମସ୍ୟା ସମ୍ପର୍କରେ ଖୁଲମଖୁଲା ଖବର ପ୍ରସାରଣ କରିବା ପାଇଁ ଖଣ୍ଡାଧାର ନିଉଜ ଏବଂ AIMA MEDIA ସବୁବେଳେ ପ୍ରସ୍ତୁତ ରହିଛି। ଏଥିରେ କୌଣସି ପ୍ରକାରର ସନ୍ଦେହ ଓ ଦ୍ବନ୍ଦ ନକରି ନିମ୍ନରେ ପ୍ରକାଶିତ ମୋବାଇଲ ନମ୍ବର ରେ ସିଧାସଳଖ ବିଭିନ୍ନ ପ୍ରକାରର ଖବର/ସୂଚନା ପଠାଇବା ଉଚିତ୍।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ: 8456052876)

8
697 views

Comment