logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ओडिशा न्यूज ଥାନାରେ ଦିବ୍ୟାଙ୍ଗଙ୍କୁ ମାରିଦେଲେ

ओडिशा न्यूज
ଥାନାରେ ଦିବ୍ୟାଙ୍ଗଙ୍କୁ ମାରିଦେଲେ

କବିସୂର୍ଯ୍ୟନଗର/ବ୍ରହ୍ମପୁର, ୧/୬ (ଇମିସ):

ବେଆଇନ ପଥରପଟା ମାମଲାରେ ଉଠାଇ ଆଣି ସପ୍ତାହେ ପର୍ଯ୍ୟନ୍ତ ଥାନାରେ ଅଟକ ରଖିଲେ । ସବୁଦିନ ଗୋଡ଼ ଓ ହାତକୁ ନିର୍ଘାତ ଛେଚିଲେ। କ୍ଷତ ସ୍ଥାନରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ମାରିଲେ। ଅକଥନୀୟ ନିର୍ଯାତନା ସହି ନ ପାରି ଶେଷରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ସ୍ଥାନୀୟ ସୁବଳୟା ଗ୍ରାମର ସୁଶାନ୍ତ କୁମାର ସାହୁ (୩୨) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭିତରେ ଗତ ୨୫ରୁ ୩୧ ତାରିଖ ଯାଏଁ ପୁଲିସର ଅମାନୁଷିକ ଓ ଭୟଙ୍କର ଥାର୍ଡ ଡିଗ୍ରି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତ ଆଧାରରେ ଦକ୍ଷିଣାଞ୍ଚଳ ଆଇଜି ଜଣେ ଆଇପିଏସ୍‌ଙ୍କୁ ଥାନାରୁ ଅପସାରଣ, ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ଜଣେ ହୋମ୍‌ଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ବେଳେ ଥାନାର ସବୁ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ହୋଇଛି।

ମୃତକଙ୍କ ପତ୍ନୀ ମାମାଜିନଙ୍କ ଅଭିଯୋଗ ଅନୁସାରେ, ଗତ ୨୧ ତାରିଖରେ ବେଆଇନ

ପଥରପଟା ମାମଲାରେ କବିସୂର୍ଯ୍ୟନଗର ପୁଲିସ ସୁବଳୟା ଗ୍ରାମର ଦିଲୀପ ସାହୁ ଓ ବସନ୍ତ ସାହୁଙ୍କୁ ଗିରଫ କରିଥିଲା। ପରେ ୨୫ ତାରିଖରେ ସୁଶାନ୍ତ ସାହୁ ଓ ଈଶ୍ୱର ସାହୁଙ୍କୁ

ଥାନାକୁ ଆଣିଥିଲା ପୁଲିସା ହେଲେ ସୁଶାନ୍ତ ଓ ଈଶ୍ଵରଙ୍କୁ କୋର୍ଟ ଚାଲାଣ କରା ନଯାଇ ଥାନାରେ ନିର୍ଯାତନା ଦିଆଯାଇଥିଲା। ପ୍ରତିଦିନ ମାଡ଼ ସହ ସୁଶାନ୍ତଙ୍କ ଉପରେ ଗରମ ପାଣି ଢାଳିବା ଓ କ୍ଷତସ୍ଥାନରେ ଲଙ୍କାଗୁଣ୍ଡ ପକାଇ ନିର୍ଯାତନା ଦିଆଯାଉଥିଲା। ଗତକାଲି ରାତି ପ୍ରାୟ ୮ଟା ୩୦ରେ ମୁଶାନ୍ତ ଗୁରୁତର ହୋଇ

ପଡ଼ିଥିଲେ। ତାଙ୍କୁ ନେଇଯିବାକୁ ଥାନା ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ତେବେ ସୁଶାନ୍ତଙ୍କ ବାପା ଓ ଭାଇ ଥାନାରେ ପହଞ୍ଚି ସେ ଗୁରୁତର ଥିବା ଦେଖି ନେବାକୁ

କ୍ଷତ ଦେଖିବାକୁ ମିଳିଥିଲା | ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌ସ୍କେସିଜି ପଠାଯାଇଥିଲା । ବିଳମ୍ବିତ ରାତିରେ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି

ଆଇପିଏସ୍‌ଙ୍କୁ ବଦଳି, ୩ ନିଲମ୍ବିତ, ହୋମଗାର୍ଡ ବହିଷ୍କୃତ

ବେଆଇନ ପଥରଫଟା ମାମଲାରେ ଉଠାଇ ଆଣିଥିଲେ

ସପ୍ତାହେ କାଳ ଅକଥନୀୟ ନିର୍ଯାତନା, ଦେହସାରା ମାଡ଼ଚିହ୍ନ

କବିସୂର୍ଯ୍ୟନଗର ଥାନା ସାମନାରେ ଧାରଣା, ଉତ୍ତେଜନା

ମନା କରିଥିଲେ। ପରେ ଚାପ ପକାଇ ଏକ ସାଦା କାଗଜରେ ଅଣ୍ଡରଟେକିଂ ଲେଖାଇ ପୁଲିସ ସୁଶାନ୍ତଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପତ୍ନୀ ମାମାଜିନ ଅଭିଯୋଗ କରିଛନ୍ତି

ଅନ୍ୟପଟେ ରାତିରେ ଗୁରୁତର ସୁଶାନ୍ତଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ନିଆଯାଇଥିଲା ସେଠାରେ ତାଙ୍କ ଛାତି, ଗୋଡ଼ ଓ ହାତ ଆଦିରେ

ଅପରାହ୍‌ଣରେ ଶବ ବ୍ୟବଚ୍ଛେଦ ପରେ କଡ଼ା ସୁରକ୍ଷାରେ ଗାଁକୁ ନିଆଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ଦିନତମାମ ଏହି ଘଟଣା ପୁଲିସର ନିଦ ହଜାଇ ଦେଇଥିଲା । ଦକ୍ଷିଣାଞ୍ଚଳ ଆଇଜି ନିତିଶେଖର ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଗଞ୍ଜାମ ଏସ୍‌ପି ହରୀଶ ବିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ | ९९

*Devashish Govind Tokekar*
*VANDE Bharat live tv news Nagpur*
Editor/Reporter/Journalist
RNI:- MPBIL/25/A1465
*Indian Council of press,Nagpur*
Journalist Cell
*All India Media Association
Nagpur*
*District President*
*Delhi Crime Press*
RNI NO : DELHIN/2005/15378
AD.Associate /Reporter
*INDIAN PRESS UNION*
District Reporter
Contact no.
9422428110/9146095536
Head office:- plot no 18/19, flat no. 201,Harmony emporise, Payal -pallavi society new Manish Nagar somalwada nagpur - 440015

0
77 views

Comment