logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୀ ଜିଲ୍ଲାରେ ନିମାପଡ଼ା ବ୍ଲକ ରେ ବ୍ୟାପକ ଦୁର୍ନୀତି।

ପୁରୀ,୧/୬/୨୬ ୨୦୨୩-୨୪ ଆର୍ଥିକ ବର୍ଷରେ ନିମାପଡ଼ା ବ୍ଲକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହୟତା ଯୋଜନାରେ ମିଳିଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥକୁ ପୂର୍ବତନ ସରକାରରେ ଥିବା ନେତା ମନ୍ତ୍ରୀ ଓ ଯନ୍ତ୍ରୀ ମିଶି ଚଳୁ କରିଦେଇଥିବା ତଥ୍ୟ ଆଜିପର୍ଯ୍ୟନ୍ତ ନିଉଜ ହାତରେ ଲାଗିଛି। ଅନୁସନ୍ଧାନରୁ ଜଣାଯାଏ ରାଜ୍ୟ ସରକାର କଲେଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓ କଲେଜ ମାନଙ୍କୁ ଭିତ୍ତିଭୂମି ଉନ୍ନତ କରିବାପାଇଁବ୍ଲକର ବାଣୀ ଶ୍ରୀ କଲେଜ, ନିଗମାନନ୍ଦ ମହିଳା କଲେଜ ,ବଳଙ୍ଗା କଲେଜ ସମେତ ଅନ୍ୟ କଲେଜମାନଙ୍କୁ କୋଟିଏ ଟଙ୍କା ଲେଖାଏଁ ଅନୁଦାନ ଦେଇଥିଲେ। ଉଲେଖ ଥିଲା ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ଏବଂ ସ୍ମାର୍ଟ ଶ୍ରେଣୀରେ ବେଞ୍ଚ ଟେବୁଲ , ସ୍ମାଟ୍ରର୍ ଟିଭି, ସୈାନ୍ଦର୍ଯ୍ୟକରଣ କରିବାପାଇଁ ଉକ୍ତ ଟଙ୍କା ଖର୍ଚ୍ଚ ହେବ। ଶାଇଁଶ ପଞ୍ଚରୟତରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏହି ଯୋଜନାରେ କୋଟିଏ ଟଙ୍କାର ଅନୁଦାନ ମିଳିଥିଲା। ଏହି ଟଙ୍କା ମଧ୍ୟରୁ ୭୫ ଲକ୍ଷ ଟଙ୍କା ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଇଥିଲା। ଉକ୍ତ ଟଙ୍କାରେ ନୂତନ ଭାବେ ୩ଟା ‌ଶ୍ରେଣୀ ଗୃହ ଏବଂ ଲାଇବ୍ରେରୀ ପାଇଁ ଘର ତିଆରି କରାଯାଇଛି। ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ରେ ବେଞ୍ଚ ଟେବୁଲ,ସ୍ମାର୍ଟ ଟିଭି କମ୍ପ୍ୟୁଟର ଓ ସୈାନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ କରାଯିବା କଥା। ବ୍ଲକ ପକ୍ଷରୁ ଯୋଗାଯାଇଥିବା ବେଞ୍ଚ ଟେବୁଲ , ଏଲ.ଇଡ଼ି ୫୬ ଇଞ୍ଚର ଟିଭି ଏବଂ କମ୍ପୁଟର ସିଷ୍ଟମ ଅତ୍ୟନ୍ତ ନିମ୍ନମାନରହୋଇ ଥିବାରୁ କଳେଜ ଅଧ୍ୟକ୍ଷ ତାହାକୁ ଗ୍ରହଣ ନକରି ଫେରାଇ ଦେଇଥିଲେ। ଦୁଇ ବର୍ଷ ବିତିଲାଣି ଉକ୍ତ ୨୫ ଲକ୍ଷ ଟଙ୍କା ବିନିଯୋଗ ହୋଇ ପାରୁନାହିଁ। ଉଚ୍ଚ ମଧ୍ୟମିକ ଶ୍ରେଣୀର ପିଲାମାନେ ସ୍ମାର୍ଟ କ୍ଲାସ ରୁମ ପରିବର୍ତ୍ତେ ବିନା ଟିଭି , କମ୍ପ୍ୟୁଟରରେ ପାଠ ପଢୁଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ କଲେଜ ପରିସରେ ଏକ ‌୨୦+୧୯ର ଗୋଟିଏ ‌ଷ୍ଟେଜ ନିର୍ମାଣ ପାଇଁ ୧ଲକ୍ଷ ୮୦ ହଜାର ଟଙ୍କା ଆକଳନ ହୋଇଥିଲା। କିନ୍ତୁ ‌‌ଷ୍ଟେଜ ନିମାର୍ଣ ରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଚି ବୋଲି ବିଲ ହୋଇଛି। ଏହି ଘଟଣାକୁ ନେଇ ଛାତ୍ର ଅଭିଭବାକ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜିଇଏମ ପୋର୍ଟାଲ ରେ ମାଧ୍ୟମରେ ଜିନିଷ କିଣାଯାଇଥିବା କାଗଜ ପତ୍ର‌ କାଗଜ ପତ୍ର କରାଯାଉଛି, କିନ୍ତୁ ପ୍ରକୃତରେ ଫିକ୍ସିଂ କରି କ୍ଲାସରୁମ ଜିନିଷ କିଣାଯାଇଥିବା ଅନୁସଂନ୍ଧାନରୁ ଜଣାଯାଏ ବ୍ୟାପକ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ପୋର୍ଟାଲ ମାଧ୍ୟମରେ କାଗଜପତ୍ର ରେ ଦର୍ଶାଯାଉଥିବା ଦର୍ଶାଯାଉଛି। କଲେଜରେ ଲାିବ୍ରେରୀ ବହି ଥୋଇବା ପାଇଁ କିଣାଯାଇଥିବା ଲୁହାର ଥାକ ଗୁଡ଼ିକ ପାଇଁ ଲୁହାର ଥାକ ୨ବର୍ଷରପୂରଣ ନହେଉଣୁ ନଷ୍ଟ ହେବାକୁ ବସିଲାଣି। ସ୍ବଛତା ଦେଖାଇବା ପାଇଁ ସରକାର ଆବଶ୍ୟକ ଜିନିଷ ଜିଇଏମ ପୋର୍ଟଲ ମାଧ୍ୟରେ କିଣାଯାଉଛି ଡ଼ିଣ୍ଡିମ ପିଟାଯାଉଛି ହେଳେ ପୋର୍ଟାଲ ଦୁର୍ନିତିର ଗନ୍ତାଘର ପାଲଟିଛି। ଶାଇଁଶ ପଞ୍ଚାୟତରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏବେ ଏହି ପୋର୍ଟାଲ ମାଧ୍ୟମରେ ୧୪ ଲକ୍ଷ ଟଙ୍କା କିଣାଯାଇଥିବା ଜିନି‌ଷର ବିଲକରାଯାଇ ଥିବା ସୁଚନା ମିଳିଛି। ଏହି ଘଟଣା ଜାଣିବା ପରେ କୁଆଡ଼େ ଶ୍ରୀମତୀ ପରିଡ଼ା ବିଡ଼ିଓ ଙ୍କ ଉପରେ ଅସନ୍ତେଷ ପ୍ରକାଶ କରିଛନ୍ତି। ସେହିଭଳି ହରିପୁରଠାରେ ଏକ ଉଚ୍ଚ ବିଦ୍ୟାଳୟ ୫ଟି ଯୋଜନାରେ ବିଦ୍ୟାଳୟ ନିର୍ମାଣ ହୋଇଛି। ସମସ୍ତ ଜିନିଷ ଭାଙ୍ଗିରୁଜି ଗଲାଣି। ସତନ୍ତ୍ର ଅଡ଼ିଟ ଟିମଓ ଭିଜିଲାନସ ଦ୍ବାରା ତଦନ୍ତ ହେଲେ ସରକାରୀ ଅର୍ଥକୁ ପ୍ରାସନିକ ଅଧିକାରୀ ଯନ୍ତ୍ରୀ ନେତାମାନେ କିପରି ଲୁଟି ନେଇଛନ୍ତି ତାହାର ପର୍ଦ୍ଦାଫାସ ହେଇପାରିବ। ନିମାପଡ଼ା ବ୍ଲକର ଜୈନିକ ତତକାଳୀନ ବିଡ଼ିଓ କେତେ ପରିମାଣର ଅର୍ଥ ଲୁଟିଛନ୍ତି ଯେ ତାଙ୍କ ପୁଅକୁ ନେପାଳର କାଠମାଣ୍ଡୁରେ କୋଟିଏ ଟଙ୍କା ଅନୁଦାନ ଦାଖଲକରି ଡ଼ାକ୍ତରୀ ପାଠ ପଢାଉଥିବା ଅଭିଯୋଗ ହୋଇଛି। (

1
77 views

Comment