logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାଇ ବହୁମୁଖୀ ସେବାସମବାୟରେ 50% ସ୍ଥାନ ସଂରକ୍ଷଣ ନିଷ୍ପତ୍ତି

ସାଇ ବହୁମୁଖୀ ସେବାସମବାୟର ବୋର୍ଡ଼ ନିଷ୍ପତ୍ତି ନେଇଛି ସମସ୍ତ ସଭ୍ୟଙ୍କ ପାଇଁ 50/50% ସ୍ଥାନ ସଂରକ୍ଷଣ ଦିଆଯିବ । ସମବାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମାକାନ୍ତ ମହାକୁଳ କହିବା ଅନୁସାରେ, ଆସନ୍ତା ଦିନେ ଯେଉଁ ମହିଳା ମାନେ ନିଯୁକ୍ତି ପାଇବେ ସେମାନଙ୍କୁ ସ୍ଥାନ ସରକ୍ଷଣ ଦିଆଯିବ ।

ସ୍କିଲ୍ ଲେବର୍ମାନେ ଅଧିକ ଦରମା ପାଇବାର ବ୍ୟବସ୍ଥା ରହିଛି ଓ ଅନସ୍କିଲ୍ ଲେବର୍ମାନେ ମଧ୍ୟ ନିଯୁକ୍ତି ପାଇବେ। ବୋର୍ଡ଼ ନିଷ୍ପତ୍ତି ଅନୁଯାୟୀ ଉପଯୁକ୍ତ ପାଉଣା ଦେବାର ବ୍ୟବସ୍ଥା ରହିଛି।

19
6100 views

Comment