ଜୀବନ ଯେବେ ସରିଯାଏ 🌿 ସଂସ୍କରଣର 🌲
🌲 152 ତମ 🌲 ଯୋଗଦାନରେ ସବୁଜ ଶାଖା ଅସ୍ତରଙ୍ଗ 🌲
ଅସ୍ତରଙ୍ଗ : ଅସ୍ତରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ଚନ୍ଦ୍ର କାଣ୍ଡିଙ୍କ ସାନ ଭାଇ ଲକ୍ଷ୍ମଣ କାଣ୍ଡି (ବୟସ 59) ର ମୃତ୍ୟୁ ଘଟିଛି।
ସେହି ମୃତ୍ୟୁ ସମ୍ବର୍ଦ୍ଧନାରେ "ସବୁଜ ଶାଖା" ଅନୁଷ୍ଠାନ ତାଙ୍କ ପରିବାର ପାଖରେ ଯାଇ ପାର୍ଥିବ ଶରୀରକୁ କୋକେଇରେ ସଜାଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଦିବାକର ଛାଟୋଇ, ସଭାପତି ରମାକାନ୍ତ ବସ୍ତିଆ ଏବଂ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ ଏବଂ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।