logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପବିତ୍ର ସାବିତ୍ରୀ ବ୍ରତ ପାଳନ ଓ ଅମାବାସ୍ଯା ତିଥି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା।

ପବିତ୍ର ସାବିତ୍ରୀ ବ୍ରତ ପାଳନ ଓ ଅମାବାସ୍ଯା ତିଥି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା।

କେନ୍ଦୁଝର:୧୬/୦୫ (ଖଣ୍ଡାଧାର ନିଉଜ ପରିବାର) ପବିତ୍ର ସାବିତ୍ରୀ ବ୍ରତ ଓ ଅମାବାସ୍ଯା ତିଥି ଶୁଭ ଅବସରରେ ଖଣ୍ଡାଧାର ନିଉଜ ପରିବାର ତରଫରୁ ଅଗଣିତ ପାଠକ, ସମ୍ବାଦଦାତା, ବିଜ୍ଞାପନ ଦାତା, ଶୁଭେଚ୍ଛୁ ବ୍ରୁନ୍ଦ, ସୂଚନା ଓ ଖବରଦାତା ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଅଛୁ। ଭାରତୀୟ ସଂସ୍କୃତି ଓ ସନାତନ ଧର୍ମରେ ପୌରାଣିକ ମତରୁ ପବିତ୍ର ସାବିତ୍ରୀ ବ୍ରତ ମାହାତ୍ମ୍ଯ ଏବଂ ପରମ୍ପରା ସମ୍ପର୍କରେ ଅତୁଟ ବିଶ୍ବାସ ଏବେବି ଉଜ୍ଜୀବିତ ରହିଛି। ସନାତନ ଧର୍ମର ଏହି ମହାନ୍ ପୌରାଣିକ ମତ ଓ ତଥ୍ଯ ସମଗ୍ର ପୃଥିବୀ ର ମାନବ ସଭ୍ୟତାକୁ ଯୁଗେ ଯୁଗେ ସତ ପଥଗାମୀ ପ୍ରଦର୍ଶିତ କରୁଥିବ। ଆପଣମାନେ ସର୍ବଦା ସ୍ବସ୍ଥ, ଦୀର୍ଘାୟୁ ହେବା ସହିତ ସପରିବାର ଆନନ୍ଦ ଓ ଶାନ୍ତିର ସହିତ ଜୀବନଯାପନ କରନ୍ତୁ, ଜଗତର ପ୍ରତ୍ୟେକ ପ୍ରାଣୀମାନଙ୍କର କଲ୍ୟାଣ ନିମିତ୍ତ, ଏତିକି ଭଗବାନଙ୍କୁ ପ୍ରାର୍ଥନା କରୁଅଛୁ।

12
3727 views

Comment