Adivasi Support meeting jai jungle
ଜଳ, ଜଙ୍ଗଲ ଓ ଜମି ଉପରେ ପ୍ରଥମ ଅଧିକାର ସେହି ଲୋକଙ୍କର, ଯେଉଁମାନେ ପିଢି ପିଢି ଧରି ତାହାକୁ ସୁରକ୍ଷା କରିଆସିଛନ୍ତି। - ଗାନ୍ଧୀବାଦୀ ଚିନ୍ତାଧାରା
ଗାନ୍ଧୀ ପଥେ, ନ୍ୟାୟ ଯାତ୍ର
ବିସ୍ଥାପିତଙ୍କ ଜୀବନ, ଜୀବିକା, ନ୍ୟାୟ ଓ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ଆଜି ଭୁବନେଶ୍ୱରରେ ଆୟୋଜିତ ବିଶାଳ ଗଣବିକ୍ଷୋଭରେ ସାମିଲ ହୋଇ ଲୋକଙ୍କ ସ୍ୱରକୁ ଆହୁରି ଶକ୍ତିଶାଳୀ କରିଲୁ। ଜଳ, ଜଙ୍ଗଲ ଓ ଜମି କେବଳ ସମ୍ପଦ ନୁହେଁ, ଏହା ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜୀବନର ଆଧାର। ସେମାନଙ୍କ ଅଧିକାର, ଅସ୍ତିତ୍ୱ ଓ ସମ୍ମାନର ସୁରକ୍ଷା ପାଇଁ ଯେଉଁ ନ୍ୟାୟସଙ୍ଗତ ଲଢ଼େଇ ଚାଲିଛି, ତାହାକୁ କୌଣସି ଶକ୍ତି କେବେବି ଦମନ କରିପାରିବ ନାହିଁ। ବିସ୍ଥାପିତଙ୍କ ନ୍ୟାୟ ଓ ଅଧିକାର ପାଇଁ କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି, ଆଗକୁ ମଧ୍ୟ ରହିବ।
#DisplacedPeople #Justice #Odisha #JalJungleJameen #Congress #TaraprasadBahinipati #ବିସ୍ଥାପିତଙ୍କ_ଅଧିକାର #ଜଳ_ଜଙ୍ଗଲ_ଜମି Indian National Congress - Odisha Bhakta Charan Das Ajay Kumar Lallu Minakshi Bahinipati CMO Odisha Indian National Congress Mohan Charan Majhi