logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଭୀର ଶୋକବାର୍ତ୍ତା!

ଗଭୀର ଶୋକବାର୍ତ୍ତା!

କେନ୍ଦୁଝର ନଗରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁଙ୍କର ଆଦରଣୀୟ ସୁପୁତ୍ର (ବି.ଏସ୍. ତଥ୍ଯ)ଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅସମୟରେ ଚିରନିଦ୍ରାରେ ଲୀନ ହେବାର ଦୁଃଖଦ ସମ୍ବାଦ ସମସ୍ତଙ୍କୁ ମର୍ମାହତ କରିଦେଇଛି!
ଏପରି ଦୁଃଖଦାୟକ ବିୟୋଗର ବେଦନାକୁ ଶବ୍ଦରେ ବ୍ୟକ୍ତ କରିବା ଅସମ୍ଭବ! ଏହି ଅପୂରଣୀୟ କ୍ଷତି କେବଳ ପରିବାର ପାଇଁ ନୁହେଁ, ସମଗ୍ର କେନ୍ଦୁଝର ଅଞ୍ଚଳ ପାଇଁ ଏକ ଗଭୀର ଶୋକର ବିଷୟରେ ସମସ୍ତଙ୍କୁ ନିସ୍ତବ୍ଧ କରିଦେଇଛି। ଏମିତି ଦୁଃଖଦ ଘଡ଼ିରେ ଶୋକସନ୍ତପ୍ତ ପରିବାରବର୍ଗ ଙ୍କ ସହିତ ମୁଁ, ଆତ୍ମିୟତାର ସହ ଦଣ୍ଡାୟମାନ ଅଛି ଓ ମୋର ହୃଦୟର ଅତଳ ଗଭୀରତାରୁ ଗଭୀର ସମବେଦନା ଜଣାଉଛି।
ମହାପ୍ରଭୁ ଶ୍ରୀ ବଳଦେବଜୀଉ ଓ ମା ତାରିଣୀଙ୍କ ଚରଣରେ କୋଟି କୋଟି ପ୍ରାର୍ଥନା— ଅମର ଆତ୍ମାକୁ ସଦଗତି ଦିଅନ୍ତୁ ଓ ଏପରି ଏକ ଅଭାବନୀୟ ଅସହ୍ୟ ଦୁଃଖକୁ ସହିବା ପାଇଁ ପରିବାରବର୍ଗ କୁ ଅସୀମ ଶକ୍ତି, ଧୈର୍ଯ୍ୟ ଓ ମନୋବଳ ପ୍ରଦାନ କରନ୍ତୁ।
ଓଁ ଶାନ୍ତି 🙏

ଡ. ନରେନ୍ଦ୍ର ରାଠୋର
କେନ୍ଦୁଝର ସହର (ମୋବାଇଲ: 94382 41998)

ଖଣ୍ଡାଧାର ନିଉଜ।

44
1389 views

Comment