ସମ୍ମାନିତ ହେଲେ ନିହାରିକା
ପ୍ଲାଷ୍ଟିକ ମୁକ୍ତ ଓଡିଶାର ରାସ୍ତା ଦେଖେଇଲେ ନିହାରିକା,ଅନେକ ଗୋଟେ ବଜ୍ୟବସ୍ତୁ କୂ ନେଇ ନିହାରିକା ସୁନ୍ଦର ମୂତ୍ତି, ମୟୂର, ପାରା, ପଶୁ, ପଖି ର ରୁପ ଦେଇଥୀଲେ, ତକର ଘରେ ବ୍ୟବହାର କରୁଥିବା ତେଲବେ!ଲ!, ଫିନାଇଲ ବେ!ତଲ, କଲର ଡବା ଏସବୁ ଫୋପାଡିବା ଜିନିସକୁ ସୁନ୍ଦର ରୂପଦେଥିଲେ, ଓ ପ୍ଲାଷ୍ଟି ମୁକ୍ତ ଓଡିଶା କିଭଳି କରିପାରିବା, ଏକ ନିଆରା ପ୍ରୟାସ କରି ଦେଖାଇଥିଲେ,ସେଥିପାଇଁ ସେ ଖଡ଼ିଆଳ nac ଅଫିସ ତରଫରୁ ସମ୍ମାନିତ ହେଇଥିଲେ, ଆମ ବ୍ଲେକେଟନ୍ୟୁଜ ପ୍ରତିନିଧି ଚନ୍ଦନ ସାହୁ ତାଙ୍କ ଘର ଯାଇ ଥିଲେ ଓ ସେ କିଭଳି ପ୍ଲାଷ୍ଟି ର ସଦ ଉପଯୋଗୀ କରିଛନ୍ତି ତାହା ଆମକୁ ଦେଖାଇଥିଲେ, ତା ନିହାରିକା ନିଜେ ଏ ନ୍ୟୁଜ ଚେନାଲ ରେ କହିଛନ୍ତି, ସେ ଛୋଟ ଦିନୁ ହି ଏଭଳି କଳାକୈସଳ, ଓ କିଛି ଅଲଗା କରି ଦେଖେବାକୁ ଚେଷ୍ଟା କରୁଥିଲେ, ଓ ଖଡିଆଳ ର ମହସବ ରେ ବି ତାଙ୍କ ଯେ!ଗଦାନ ଦେଇ ଏଅନେକ ଗୋଟେ ସାସୣତି କାଯ୍ୟକ୍ରମ ଓ ଏନକରିଗ୍ କରିଆସୁଥିଲେ, ଏ ସବୁ ଦେଖି ଖଡ଼ିଆଳ ଜନ ସାଧାରଣ ତାଙ୍କ ପ୍ରସନସା କରୁଛନ୍ତି, ସେ ଖଡିଆଳ ଶିଶୁ ପ୍ରକଳ୍ପ ଅଫିସ ର ମମତା ଯେ!ଯନା ରେ co ପଦ ରେ କାଯ୍ୟରତ ଅଛନ୍ତି, ସେ କିଛି ସ୍କୁଲ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ଲାଷ୍ଟକ ର ସଦ ଉପଯୋଗୀ ବିସମୟରେ ବୁଝାଇଥାନ୍ତି,