ଆସନ୍ତା 18 ତାରିଖ ରୁ ସ୍କୁଲ ଛୁଟି
ସୋନପୂର୍ ପ୍ରବଳ ଖରା ହେତୁ ଜିଲ୍ଲପାଳ ଙ୍କ ନିର୍ଦ୍ଦେଶ ରେ 18 ତାରିଖ ରୁ 22 ତାରିଖ ପର୍ଯ୍ୟନ୍ତ ଛୁଟି ନିର୍ଦେଶ ଦେଇଛନ୍ତି ।