logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଜି ପିଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବୁଲି' ଉତ୍ସବରେ ଯୋଗଦେଲେ ମାନ୍ଯବର ମୁଖ୍ୟମନ୍ତ୍ରୀ .

ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ Mohan Charan Majhi ପିଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବୁଲି' ଉତ୍ସବରେ ଯୋଗଦେଲେ।

ଏହି ସ୍ମରଣୀୟ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ, ପୁରାତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନର ଦୀର୍ଘ ବର୍ଷର ଅବଦାନ ଅତୁଳନୀୟ। ଆଗାମୀ ଦିନରେ ଏହି ଅନୁଷ୍ଠାନ ସଫଳତାର ନୂତନ ଶିଖର ଛୁଇଁବା ସହ ଜ୍ଞାନର ଆଲୋକରେ ସମାଜକୁ ଆହୁରି ଆଲୋକିତ କରୁ, ଏହା ହିଁ ମୋର କାମନା।

0
77 views

Comment