ଜିଲ୍ଲାପାଳ, କୋରାପୁଟ 'ସ୍ଵ-ଗଣନା' ପୋର୍ଟାଲ
ଜିଲ୍ଲାପାଳ, କୋରାପୁଟ 'ସ୍ଵ-ଗଣନା' ପୋର୍ଟାଲ https://se.census.gov.in ରେ ନିଜ ତଥ୍ୟ ପ୍ରଦାନ କରି 'ଜନଗଣନା -୨୦୨୭' ରେ ଅଂଶଗ୍ରହଣ କରିଛନ୍ତି। 'ସ୍ଵ-ଗଣନା' ଅନଲାଇନ ପ୍ରକ୍ରିୟା ୦୧ ଏପ୍ରିଲରୁ ୧୫ ଏପ୍ରିଲ (ମଧ୍ୟରାତ୍ରି), ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ନୀତି ନିର୍ଦ୍ଧାରଣ ଏବଂ ଦେଶର ବିକାଶ ପାଇଁ ଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଜିଲ୍ଲାପାଳ, କୋରାପୁଟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।