logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡି ଶିଳ୍ପାଞ୍ଚଳ ରାମନବମୀ ପାଇଁ ପୁରା ଗଉରିକମୟରେ ପ୍ରକମ୍ପିତ ହୋଇଉଠିଥିଲା।

ଦାମନଯୋଡିରେ ଗତ ୨୭/୩/୨୦୨୫ ଶୁକ୍ରବାର ଦିନ ରାମନବମି ପାଇଁ ପୁରା ସହର ମହାଵିର ଯୁବକ ସଙ୍ଘ ଦ୍ଵାରା ସଜେଇହୋଇ ଗଉରବାନିତ୍ବ ହୋଇଉଠିଥିଲା । ପ୍ରଥମେ ଜୟପୁର ର ଯୁବରାଜ ଶ୍ରୀ ଶ୍ରୀ ବିସ୍ବେଶ୍ଵାର ଚନ୍ଦ୍ର ଚୁଡଦେବ ଙ୍କୁ ଦାମନଯୋଡି ମାଥାଲପୁଟ ସ୍ଥିତ ହନୁମାନ ବାଟିକାଠାରେ ବନ୍ଦାପନାକରି କାର୍ଯ୍ୟ କର୍ମ ଆରମ୍ଭ କରାଯାଇଥିଲା। ହଜାର ହଜାର ରାମଭକ୍ତ ଙ୍କ ରାମ ଧ୍ବନିରେ ସାରା ଦାମନଯୋଡି ପ୍ରକମ୍ପିତ ହେବାସହ ଏହି କାର୍ଯ୍ୟକ୍ରମରେ ଆଖପାଖରୁ ଆସିଥିବା ଆଠରୁ ଦସଥଳ ସକିର୍ତ୍ତନ ମଣ୍ଡଳୀ ସହ ଗଞ୍ଜାମ ଜିଲାର ଭଞ୍ଜନଗର ବଡକୋଦଣ୍ଡାର ପାରମ୍ପରିକ ରାଜାରାଣି କଳାଘୋଡା ବାଘ ନୃତ ଧଳାଘୋଡାସହ ଅନେକ ପ୍ରକାରର ନୃତ୍ୟ ସହ କୋରାପୁଟ ଜିଲ୍ଲାର କୋଟପାଡ ଅଞ୍ଚଳରୁ ମଧ୍ୟ ପଉରାଣିକ ଶିବ, ପାର୍ବତୀ, କାଳି, ଦୁର୍ଗା, ହନୁମାନଙ୍କ ସହ ଅନ୍ୟାନ୍ୟ ନୃତ୍ୟ ହାଟଫଦାଠାରୁ ବାହାରି ଦାମନଯୋଡି ଭେଜାପୁଟ ସତସଙ୍ଗ କେନ୍ଦ୍ର ହୋଇ ଏସିଆ ମହାଦେଶର ଦୁତିଅ ଵୃହତମ ହନୁମାନ ବଟିକାଠାରେ ପ୍ରଦର୍ଶନ କରି ଶୋଭାଯାତ୍ରା ସମାପନ ହୋଇଥିଲା।ଏହି ଶୋଭାଯାତ୍ରା କୁ ସୁରୁଖୁରୁରେ ତୁଲାଇବା ପାଇଁ ଦାମନଯୋଡି ଥାନାର ଭାରପ୍ରାପ୍ତ ଅଧିକାରି ଶ୍ରୀ ଯୁକ୍ତ ପରମାନନ୍ଦ ସୋନାନି ଙ୍କ ନେତୃତ୍ବରେ କରାଯାଇଥିଲା। ଏଥିପାଇଁ ଶ୍ରୀ ସୋନାନି ଙ୍କୁ ସମସ୍ତ କମିଟିତରଫରୁ ସାଧୁବାଦ ଦିଆଯାଇଥିଲା।

2
44 views

Comment