logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏକ ତରଫା ପ୍ରେମ ପାଇଁ ୨୦ଜାଗା କୁ କାଟିଲା ଦ୍ରୁବୃତ୍ତ #shreenews

ଯୁବତୀଙ୍କ ଉପରେ ଭୟଙ୍କର ଆକ୍ରମଣ ବେକ କାଟିଲା ଦୁର୍ବୁତ୍ତ ମୁହଁଠୁ ଛାତି ପର୍ଯ୍ୟନ୍ତ 20 ଜାଗାରେ କାଟିଛି ଦୁର୍ବୁତ୍ତ

ଗୋପାଳପୁରରେ ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ହତ୍ୟା ପରେ ଜରଡ଼ା ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ହତ୍ୟା ଉଦ୍ୟମ। ଯୁବତୀଙ୍କ ବେକ କାଟି ଦିଆଯାଇଛି। ମୁହଁ ଠାରୁ ଛାତି ପର୍ଯ୍ୟନ୍ତ କାଟିଛି ଦୁର୍ବୁତ୍ତ। ଅତି ଭୟଙ୍କର ଭାବେ ଯୁବତୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ MKCG ରେ ଭର୍ତ୍ତି କରାଯଇଛି l

1
0 views

Comment