ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ କର୍ମଶାଳା
ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ କର୍ମଶାଳା
ମାଲକାନାଗିରି ତା ୧୯/ ୦୩ ମାଲକାନଗିରି ଜିଲା ପଡ଼ିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଉଜିଡି ଏନଜିଓ ପକ୍ଷରୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି ଏହି କାର୍ଯ କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ଯୁଷିତ ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ପଞ୍ଚାଯ ପଞ୍ଚାୟତରେ ମାତୃ ଓ ଶିଶୁସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ସଂସ୍ଥା ପକ୍ଷରୁ ନିଆଯାଇଥିବା ପାଇଥିବା ପଦକ୍ଷେପ ବାବଦରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କ୍ରମରେ ମୁଖ୍ୟ ଅତିଥ୍ ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ପଡିଆ ସ୍ବାସ୍ଥ୍ୟ ଅଧୂକାରୀ ଡଃ ବ ବଳରାମ ପଠାଲ, ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପଚ ପରମାନନ୍ଦ ମହାପାତ୍ର, ଆଇଟିସି ମିଶନ ସୁନହରାକାଲ ର ପ୍ରୋଗ୍ରାମ ଅଫିସର ଭାନମ ଗୀତା ପ୍ରଭଲ୍ଲୀକା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଇଜିଡି ଏନଜିଓର ରାଜ୍ୟ ମୁଖ୍ୟ ଡଃ ମୁକେଶ କୁମାର ସାହୁ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପଡିଆ ବ୍ଲକ ଓଡିଶା ଜୀବିକା ମିଶନର ପ୍ରୋଗ୍ରାମ ମ୍ୟାନେଜର ଅମିତ୍ କୁମାର ନମଦାସ ଉପସ୍ଥିତ ଥୂଲେ। ଲ। ଆଇଜିଡି ଏନଜିଓର ଝିଲି ସିଲ, ନୟାମୀ ଖରା ଓ ଗୋବିନ୍ଦ ସରଦାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।