logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଲିମେଳା ପୋଲିସ ଦ୍ୱାରା ୨୪ କେଜି ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

କାଲିମେଳା ପୋଲିସ ଦ୍ୱାରା ୨୪ କେଜି ଗଞ୍ଜେଇ ଜବତ, ୨ ବେପାରୀ ଗିରଫ
)-ରବିବାର ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ର ଏମ ଭି -୯୦ ଗ୍ରାମ ଗୋବଲୁର ନଦୀ ନିକଟରେ କାଲିମେଳା ପୋଲିସ ଦ୍ୱାରା ବ୍ୟାଗ ରେ ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକ କୁ ଗିରଫ କରାଯାଇଛି | ତାଙ୍କ ପାଖରୁ ୨୪ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି ତା ସହ ୨ଗୋଟି ମୋବାଇଲ, ଏବଂ ୧ ଗୋଟି ଜିକସର ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି | ୨ଜଣ ବ୍ୟକ୍ତି ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଆନମୟ ଜିଲ୍ଲା ମଦୁରୁବାରପାଲି ଗ୍ରାମର କେ. ଶିବ ପ୍ରସାଦ ଏବଂ ଏ. ଲଷ୍ମୀପତି | ଏମାନଙ୍କୁ ଏନ ଡି ପି ଏସ ମାମଲା ରୁଜୁ କରାଯାଇ ଆହୁରି ତନାଘନା ଚାଲିଛି |

6
36 views

Comment