ପିଏମ କିଷାନ ଉତ୍ସବ ଦିବସ
ପିଏମ୍ କିକ୍ଷାନ ଉତ୍ସବ ଦିବସ ଆଜି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଓଡ଼ିଶାର ୩୪ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇଭଉଣୀଙ୍କୁ ୨୨ତମ କିସ୍ତି ରେ ୬୮୪ କୋଟି ଟଙ୍କା ହସ୍ତାନ୍ତର କରାଜିବ