logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଟୋ ସହ ଦେଶୀ ମଦ ଜବତ : ଜଣେ ଗିରଫ

ଖୋର୍ଦ୍ଧା,୧୦.୩.୨୬(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତୀ ତ୍ରିପାଠୀ ଙ୍କ ନିର୍ଦ୍ଧେଶମତେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ର ଙ୍କ ତତ୍ୱାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଙ୍କ ନେତୃତ୍ୱ ରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଜଙ୍କିଆ ଥାନା ଅରିସାଲ ଠାରେ ଚଢ଼ାଉ କରିଥିଲେ l ଏହି ସମୟ ରେ ଉକ୍ତ ରାସ୍ତା ରେ ଯାଉଥିବା ଏକ କଳା -ହଳଦିଆ ରଙ୍ଗର ଓ ଆର ୦୨ ବି ଏଫ ୧୪୧୦ ନମ୍ବର ମାହେଦ୍ରା ଅଟୋ କୁ ଚଢ଼ାଉ କରି ବେଆଇନ ଭାବେ ଯାଉଥିବା ୨୫ ଲିଟର ଆସ୍କା ଫର୍ଟି ଜବତ କରି ଜଣକୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ଜଣକ ଚାନ୍ଦପୁର ଥାନା ମୟୂରଝୁଳିଆ ଗ୍ରାମର ଟୁଲୁ ସାହୁ l

23
599 views

Comment