logo

ବାଲି ବୋଝେଇ ହାଇଭା ଅଟକ।

ବାଲି ବୋଝେଇ ହାଇଭା ଅଟକ।

ପାଟଣା:୨୦/୦୨- ଢେଙ୍କିକୋଟ ପଟୁ ପାଟଣା ଆଡକୁ ଆସୁଥିବା ଏକ ବାଲି ବୋଝେଇ ହାଇଭା କୁ ପାଟଣା ପୁଲିସ ଆଜି ଅଟକ ରଖିଛି।ହାଇଭା ଚାଳକ ଦେଖାଇଥିବା ଟିପି ସନ୍ଦେହ ଜନକ ଥିବାରୁ ଗାଡିଟିକୁ ଅଟକ ରଖା ଯାଇଥିବା ସୂଚନା ମିଳିଛି। ଟିପି ସଠିକ ନଥିଲେ ମକଦ୍ଦମା କରାଯିବ ବୋଲି ଥାନାଧିକାରୀ କିରଣ ପ୍ରସାଦ ସାହୁଙ୍କ ଠାରୁ ପ୍ରକାଶ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

14
914 views