କୋରାପୁଟ ରେ କଷି ପଣସ ର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି
ଏହାର ଔଷଧୀୟ ଗୁଣ ଯୋଗୁଁ (କଷି ପଣସ)ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକେ ମଧ୍ୟ ଏହାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ପସନ୍ଦ କରୁଛନ୍ତି। ଲମତାପୁଟ ଅଞ୍ଚଳରେ ଅଧିକ ସଙ୍ଖ୍ୟକ ପଣସ ଗଛ ଥିବାରୁ ଉତ୍ପାଦନ ମଧ୍ୟ ଅଧିକ ହେଉଛି। ସ୍ଥାନୀୟ ବ୍ୟବସାୟୀମାନେ ଏବେ କିଲୋଗ୍ରାମ ପିଛା 30 ଟଙ୍କା ଦରରେ ଏହାକୁ କିଣୁଛନ୍ତି ଏବଂ ଉତ୍ପାଦନ ବୃଦ୍ଧି ପାଇବା ସହିତ ଆଗାମୀ ଦିନରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ 45 ଟଙ୍କାକୁ ବୃଦ୍ଧି ପାଇପାରେ। କଷି ପଣସ ଅଧିକ ଯୋଗାଣ ହୋଇଥାଏ