ସପ୍ତମ ଶ୍ରେଣୀର ଛାତ୍ର ନିଶା ଖାଇ ବେହୋସ
ସପ୍ତମ ଶ୍ରେଣୀର ଛାତ୍ର ନିଶା ଖାଇ ବେହୋସ । ନୟାଗଡ ଜିଲ୍ଲା, ଦଶପଲ୍ଲା ଏନସି ନସି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖୁବାକୁ ମିଳିଛି । ପ୍ରାର୍ଥନା ସମୟରେ ଜଣେ ଛାତ୍ର ବେହୋସ ହେବା ପରେ ଘଟଣା ଜଣାପଡିଥିଲା।