logo

ଶେଷ ହେଲା ମାନ୍ୟବର ରାଷ୍ଟ୍ରପତିଙ୍କ ଛଅ ଦିନିଆ ଓଡ଼ିଶା ଗସ୍ତ: ଭୁବନେଶ୍ୱରରୁ ଛତିଶଗଡ଼ ଅଭିମୁଖେ ଯାତ୍ରା �


​ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜର ୬ ଦିନିଆ ଓଡ଼ିଶା ଗସ୍ତ ସଫଳତାର ସହ ଶେଷ କରିଛନ୍ତି। ଆଜି ସକାଳେ ସେ ଲୋକ ସେବା ଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ଛତିଶଗଡ଼ର ଜଗଦଲପୁର ଅଭିମୁଖେ ଯାତ୍ରା କରିଛନ୍ତି।
​ଛତିଶଗଡ଼ରେ ମାନ୍ୟବର ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଓଡ଼ିଶା ପାଇଁ ଏହି ୬ ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଥିଲେ।

5
441 views