logo

ଶିକ୍ଷକଙ୍କ ସମେତ ୬ବଜ୍ରକାପ୍ତା ବେପାରୀ ଗିରଫ

ନୀଳଗିରିର କୁଲଡିହା ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ପୁଣି ୬ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ ଶିକ୍ଷକ ଥିବା ବନବିଭାଗ ସୂଚନା ଦେଇଛି । ସେପଟେ ଉକ୍ତ ବଜ୍ରକାପ୍ତା ବେପାର ମାମଲାରେ ବିଭାଗ ପକ୍ଷରୁ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ଘଟିଛି । ବାଲେଶ୍ୱର ଡିଏଫଓ ପ୍ରଫୁଲ ମଲିକଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ବେପାରୀମାନଙ୍କଠାରୁ ୧୩ଟି ବଜ୍ରକାତି, ୩ଟି ବାଇକ ଓ ୮ଟି ମୋବାଇଲ ଜବତ କରାଯାଇଛି ।

3
793 views