logo

ନୟାଗଡ଼ ଜିଲ୍ଲା ଆନନ୍ଦାପଲ୍ଲୀର ବୀର ଯବାନ ଜିତୁ ବେହେରା ଭାରତମାତାଙ୍କ ସୁରକ୍ଷା ପାଇଁ କାଶ୍ମୀରରେ ନିୟୋଜିତ ଥିବା ବେଳେ ବଳିଦାନ ଦେଇଛନ୍ତି ।

କାନ୍ଦବୋବାଳିରେ ଫାଟି ପଡୁଛି ଗାଁ
ଶହୀଦ ସ୍ୱାମୀଙ୍କ ପାଇଁ ଗର୍ବ ଅନୁଭବ କରୁଛି ,ଶହୀଦ ଜିତୁଙ୍କ ପତ୍ନୀ ,କାଶ୍ମୀର ଘାଟିରେ ସହୀଦ ହୋଇଛନ୍ତି ନୟାଗଡ ଜିଲ୍ଲା ଆନନ୍ଦାପଲ୍ଲୀ ଗ୍ରାମର ଜିତୁ ବେହେରା l ତାଙ୍କ ମରଶରୀର ଗାଁରେ ପହଞ୍ଚିଛି l ଶୋକାକୁଳ ପରିବେଶ ମଧ୍ୟରେ ଶେଷ ଦର୍ଶନ କରିଛନ୍ତି ସମସ୍ତେ l

5
1062 views