logo

ନିରାକାରପୁର ରାମ ମନ୍ଦିର ରୁ ଆଜ୍ଞlମାଳ ଗଲା ପ୍ରଭୁ ଇନ୍ଦ୍ରେଶ୍ୱର ଙ୍କ ଯଜ୍ଞ ପାଇଁ

ଖୋର୍ଦ୍ଧା, ୨୭/୧ : ପୁରୀ ଜ଼ିଲ୍ଲା ଚନ୍ଦନପୁର ଓଲ ସ୍ଥିତ ପ୍ରଭୁ ଇନ୍ଦ୍ରେଶ୍ୱର ଦେବ ଙ୍କ ପଞ୍ଚକୁଣ୍ଡିୟ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି ଏହି ଅବସରରେ ନିରାକାରପୁର ସ୍ଥିତ ରାମ ମନ୍ଦିର ରୁ ଆଜ୍ଞାମାଳ ଯାଇଛି l ଏହି ଆଜ୍ଞାମାଳ ପାଇଁ ଇନ୍ଦ୍ରେଶ୍ୱର ଯଜ୍ଞ କମିଟି ପକ୍ଷରୁ କିଛିଦିନ ପୂର୍ବରୁ ନିମନ୍ତ୍ରଣ କରାଯାଇଥିଲା l ଆଜି ଏକ ଭୈବ ଆଧ୍ୟାତ୍ମିକ ପରିବେଶ ଶହେ ମଟରସାଇକେଲ ଶୋଭାଯାତ୍ରା ବାଜା ଓ ଆତସାବାଜୀ ମାଧ୍ୟ୍ୟରେ ଆଜ୍ଞlମାଳା କୁ ନେଇଥିଲେ l ନିରାକାରପୁର ରାମଦୟା ପରିଷଦ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l

0
1195 views