#ଭଦ୍ରକରେ_ଏନକାଉଣ୍ଟର
-ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆକୁ ଏନକାଉଣ୍ଟର।
-ଡାହାଣ ଗୋଡରେ ବାଜିଛି ଗୁଳି।
-ଭଦ୍ରକ ଥାନାଧିକାରୀ ପ୍ରଭଂଶୁ ମିଶ୍ର ଏନକାଉଣ୍ଟର କରିଥିବା ସୂଚନା ।
#ଭଦ୍ରକରେ_ଏନକାଉଣ୍ଟର
-ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆକୁ ଏନକାଉଣ୍ଟର।
-ଡାହାଣ ଗୋଡରେ ବାଜିଛି ଗୁଳି।
-ଭଦ୍ରକ ଥାନାଧିକାରୀ ପ୍ରଭଂଶୁ ମିଶ୍ର ଏନକାଉଣ୍ଟର କରିଥିବା ସୂଚନା ।
-ବୁଦ୍ଧିଆ ନିକଟ ରୁ ବନ୍ଧୁକ ଜବତ୍ ହୋଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ