logo

କାକଟପୁର: ଅବୈଧ ଶାଗୁଆନ କାଠ ଚୋରାଚାଲାଣ ଧରାପଡ଼ିଲା । ଆଜି ସକାଳୁ କାକଟପୁର ବ୍ଲକ୍ ଅନ୍ତର୍ଗତ ଛୋଟ ରାୟପୁର ଅଞ୍ଚଳରେ ଏକ TATA ACE ଗାଡ଼ି (OD-05-AN-5455) ଦ୍ୱାରା ଅବୈଧ ଭାବେ

କାକଟପୁର: ଅବୈଧ ଶାଗୁଆନ କାଠ ଚୋରାଚାଲାଣ ଧରାପଡ଼ିଲା ।
ଆଜି ସକାଳୁ କାକଟପୁର ବ୍ଲକ୍ ଅନ୍ତର୍ଗତ ଛୋଟ ରାୟପୁର ଅଞ୍ଚଳରେ ଏକ TATA ACE ଗାଡ଼ି (OD-05-AN-5455) ଦ୍ୱାରା ଅବୈଧ ଭାବେ ଶାଗୁଆନ କାଠ ଚୋରାଚାଲାଣ କରାଯାଉଥିବା ବେଳେ ଧରାପଡ଼ିଛି। ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀଣି ମୋନାଲିଶା ମହାପାତ୍ର ଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଗାଡ଼ି ସହ ଶାଗୁଆନ କାଠ ଜବତ କରାଯାଇଛି। ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଓ ଆଇନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରିଣୀଙ୍କ ସୂଚନା #news #crime #kakatpur #astarang #forest #department #CMOOdisha

0
57 views