logo

'ନିଶାମୁକ୍ତ ଭାରତ କ୍ୟାମ୍ପସ' :ଧର୍ମେନ୍ଦ୍ର ପ୍ରଧାନ।

ନିଶାମୁକ୍ତ କ୍ୟାମ୍ପସ କୁ ସଫଳ କରିବା ପାଇଁ ଦୣଢ ସକଂଳ୍ପ ରେ ଧର୍ମେନ୍ଦ୍ର ପ୍ରଧାନ। ଏହା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ 'ନିଶାମୁକ୍ତ କ୍ଯାମ୍ପସ ଅଭିଯାନ'ଶୁଭାରମ କରିଛନ୍ତି।ନିଶାମୁକ୍ତ, ସୁସ୍ଥ ତଥା ସଶକ୍ତ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଛାତ୍ରଛାତ୍ରୀକୁଂ ଆହ୍ୱାନ ଦେଇଛନ୍ତି କେଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ।

0
543 views