logo

ରାସ୍ତାରେ ପାଠପଢାରେ ଛାତ୍ରଛାତ୍ରୀ।

ରାଜଘାଟ ଅମର୍ଧାରେ।ଡ୍ ସେମାନଙ୍କ ଜାଗାରେ ସିଂଲା ଥାନା କାଦରାୟଂ ପଂଚାୟତର ଗପୀନାଥପୁରସ୍ଥିତ ମାଦ୍ରାସା ହବିବିୟା କୁଦ୍ଧୁସିଆ ସ୍କୁଲ ଦୀର୍ଘ ବର୍ଷ ହେବ ଚାଲିଆସିଥିବା ଅଭିଯୋଗ ଆଣିଛନ୍ତି ସେକ୍ ଅବଦୁଲ ଅକ୍ରିମ ଓ ତାକଂ ପରିବାର ଲୋକ।ଏହି ଅଭିଯୋଗରେ ସେମାନେ ସ୍କୁଲ ଫାଟକରେ ତାଲା ପକାଇଛନ୍ତି।ଯାହା ଦ୍ବାରା କୁନି କୁନି ପିଲାମାନେ ରାସ୍ତାରେ ପାଠ ପଢୁଛନ୍ତି।ମାଦ୍ରାସା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାସନ କୁ ଜଣାଇଥିବାବେଳେ ତୁରନ୍ତ ଏ ସମସ୍ୟାର ସମାଧାନ କରି ସ୍କୁଲ ଖେ।ଲିବାକୁ ନିବେଦନ କରିଛନ୍ତି।

0
950 views