logo

ଧର୍ମ ପରାୟଣା ମହିଳା ଙ୍କ ପରଲୋକ!

ଧର୍ମ ପରାୟଣା ମହିଳା ଙ୍କ ପରଲୋକ!

ପାଟଣା:୯/୧- ପାଟଣା ର ଗଣମାଧ୍ୟମ ପ୍ରତିନିଧି ପାର୍ଥ ସାରଥୀ ପାତ୍ର ଙ୍କ ଜେଜେ ମା ତଥା କପୁଣ୍ଡି ଗ୍ରାମ ବାସିନ୍ଦା ସ୍ବର୍ଗତ ରସାନନ୍ଦ ପାତ୍ର ଙ୍କ ପତ୍ନୀ ଧର୍ମପରାୟଣା ମହିଳା ସୁଲ ପାତ୍ର (୮୨)ଙ୍କ ର ଗୁରୁବାର ଅପରାହ୍ନ ରେ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କ ବିୟୋଗ ରେ ଏଠାରେ ଶୋକ ପ୍ରକାଶ ପାଇଛି। ପାଟଣା ପ୍ରେସ କ୍ଳବ ତରଫରୁ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସୁଲଙ୍କ ବିୟୋଗ ରେ ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରବର୍ଗ କୁ ସମବେଦନା ଜଣାଇଛନ୍ତି। ଶୋକାକୁଳ ପରିବେଶ ରେ ବୈତରଣୀ କୂଳ ରେ ସୁଲ ଙ୍କ ର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ନାତି ପାର୍ଥ ସାରଥି ମୁଖାଗ୍ନି ଦେଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
1236 views