କେନ୍ଦୁଝର "ଖୋଲା ମଞ୍ଚ"-
ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହ୍ବାଟ୍ସଏପ ଗ୍ରୁପ୍।
କେନ୍ଦୁଝର "ଖୋଲା ମଞ୍ଚ"
ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହ୍ବାଟ୍ସଏପ ଗ୍ରୁପ୍
----------------------------------------------
ଏହି ଗ୍ରୁପରେ ଯେକୌଣସି ବ୍ଯକ୍ତିବିଶେଷ ଉଭୟ ମହିଳା ଓ ପୁରୁଷ ସାମିଲ୍ ହୋଇପାରିବେ। ନିଜ ନିଜର ମତାମତ ସ୍ବତନ୍ତ୍ର ଭାବରେ ଦେଇପାରିବେ, ଦୈନିକ ଖବର, ସମାଜ ଉପଯୋଗୀ ଲେଖା, କବିତା, ଚାଷ ଓ ଚାଷୀ ସମସ୍ୟା, ବିଭିନ୍ନ ପ୍ରକାରର ଗବେଷଣା, ସ୍ବାସ୍ଥ୍ଯ ଓ ଚିକିତ୍ସା, ବିଜ୍ଞାନ, ଇତିହାସ, ଶିକ୍ଷା, କଳା, ସାହିତ୍ୟ, ଆଧ୍ଯାତ୍ମିକ, ପୁରାଣ ଶାସ୍ତ୍ର, ଧର୍ମ, ସଂସ୍କୃତି, ପରମ୍ପରା, ନୀତିଶିକ୍ଷା, ଜ୍ୟୋତିଷ, ରାଜନୀତି, ଅର୍ଥନୀତି, ସାଧାରଣ ପ୍ରଶାସନ, ଦେଶର ସମ୍ବିଧାନ ତଥା ଆଇନ ସମ୍ପର୍କରେ, ସମାଜର ବିଭିନ୍ନ ପ୍ରକାରର ସମସ୍ୟା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ପ୍ରକାରର ଖବର, ପ୍ରକ୍ରୁତି, ଖଣି, ଜଙ୍ଗଲ ଓ ପରିବେଶ ସମ୍ପର୍କରେ, ପଶୁ ଓ ପକ୍ଷୀ ସମ୍ପର୍କରେ, ମହିଳା ଓ ଶିଶୁ ସୁରକ୍ଷା, ବରିଷ୍ଠ ନାଗରିକଙ୍କୁ ସମ୍ମାନ, ନିଯୁକ୍ତି, ଦିଗଦର୍ଶନ, ତୀର୍ଥ ଓ ପର୍ଯ୍ୟଟନ ସ୍ଥାନ, ଐତିହାସିକ ସ୍ଥାନ, ନିଶୁଳ୍କ ସେବା ପ୍ରଦାନ, ମାନବାଧିକାର ସମ୍ପର୍କରେ, ଗମନାଗମନ ସମ୍ପର୍କରେ, ଆଞ୍ଚଳିକ ଖବର, ନିଜ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାରର ସମସ୍ୟା, ଖେଳ, ପ୍ରତିଭା, ଏହା ବ୍ୟତୀତ ବିଭିନ୍ନ ପ୍ରକାରର ସମାଜ ଉପଯୋଗୀ ଗଠନମୂଳକ ଲେଖା ଏବଂ ନିଜ ନିଜର ସୁ ମତାମତ ଖୋଲାଖୋଲି ପ୍ରକାଶିତ କରିପାରିବେ। କୌଣସି ପ୍ରକାରର ଅଶ୍ଳୀଳ ଓ ଦେଶର ଆଇନ୍ ତଥା ସମାଜ ବିରୁଦ୍ଧାଚରଣ ମତାମତ ତଥା ତଥ୍ଯ ବିହୀନ ସୂଚନା/ଖବର ପ୍ରସାରଣ ରୁ ନିବୃତ୍ତ ରହିବେ।
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬