logo

ନୂତନ ବର୍ଷରେ ବେଦପାଠଶାଳା ପରିଦର୍ଶନ କଲେ ସତ୍ୟବାଦୀ ବିଧାୟକ

ଖୋର୍ଦ୍ଧା:୩.୧.୨୬(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାକୁ ସତ୍ୟବାଦୀ ର ମାନ୍ୟବର ବିଧାୟକ ଓମ୍ ପ୍ରକାଶ ମିଶ୍ର ପରିଭ୍ରମଣ କରି ବେଦ ବିଦ୍ୟାର୍ଥୀମାନଙ୍କ ଭଲ ମନ୍ଦ ସୁଖ ଦୁଃଖ ବୁଝିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ସୀତାକାନ୍ତ ଦାଶ, ପଣ୍ଡିତ ବସନ୍ତ କୁମାର ପଣ୍ଡା ଓ ବେଦବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ମାନ୍ୟବର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା

128
2525 views