logo

ବିଦେଶକୁ ଅର୍ଥ ଦାନ!

2022 ଠାରୁ 2025 ମସିହା ପଯ୍ୟନ୍ତ ଦେଶକୁ ଅର୍ଥନୀତି ଷେତ୍ରରେ ଝଟ୍କା ଲାଗିଛି। ବିଦେଶକୁ ଦାନ ସ୍ବରୂପ 1•6 ଲଷ କେ।ଟି ଟଙ୍କା ଅର୍ଥ ରାଶି ପ୍ରଦାନ କରିଛି।କିନ୍ତୁ ଏହା ପ୍ରତେକ ଭାରତୀୟକୁ ଚିନ୍ତା ର ବିଷୟ ହେଲା। 2026 ମସିହାରେ ଏହାର ସୁଧାର ଆଶିବ ବୋଲି ବିଶେଷଞ ମାନେ କହିଛନ୍ତି।

10
727 views