logo

କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ପରବ୍ 2025 ପ୍ରଥମ ଦିନର କିଛି ଦୃଶ୍ୟ

ଲୋକ କଳା ଏବଂ ଆଦିବାସୀ ସଂସ୍କୃତି ମହୋତ୍ସବ 'ପରବ -2025' ର ପ୍ରଥମ ସନ୍ଧ୍ୟାରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଦର୍ଶକମାନେ ଉପଭୋଗ କରିଥିଲେ | ବିଭିନ୍ନ ଲୋକପ୍ରିୟ କଳାକାରଙ୍କ ଦ୍ୱାରା ଉଚ୍ଚମାନର ପାରମ୍ପାରିକ ଢେ ମ୍ ସା ନୃତ୍ୟ ଏବଂ ସଂଗୀତ ଏବଂ ନୃତ୍ୟ ପ୍ରଦର୍ଶନ ଦ୍ୱାରା ଦର୍ଶକ ବିସ୍ମିତ ହୋଇଥିଲେ |ତା ସହିତ boipariguda ଅଂଚଳର ଦୂର୍ବା ନାଚ ଲୋକଙ୍କୁ ବହୁତ୍ ଆକର୍ଷଣ କରିଥିଲା.

1
3537 views