logo

ଜିଲ୍ଲାପାଳ_ମହୋଦୟଙ୍କ_କୋରାପୁଟ_ସହର_ପରିଦର୍ଶନ


ଜିଲ୍ଲା ପ୍ରଶାସନ କୋରାପୁଟ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ଏବଂ ପୌରପରିଷଦ ତରଫରୁ ପୌରାଧ୍ୟକ୍ଷ ସମେତ ପୌର ପ୍ରଶାସନ ଅଧିକାରୀ କୋରାପୁଟ ସ୍ଥିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ସମୀକ୍ଷା କରିବା ସହ ସହରକୁ ଉନ୍ନତି କରିବା ନିମନ୍ତେ ପରିଦର୍ଶନ କରିଛନ୍ତି।

0
77 views