logo

ମୁଁ ଗର୍ବିତ ଏବଂ ନିଜକୁ ଧନ୍ୟ ମନେ କରୁଛି ଯେ ମୋଦୀଜୀ, ନଡ୍ଡାଜୀ, ଯୋଗୀଜୀ, ଅମିତଜୀଙ୍କ, ଧର୍ମେନ୍ଦ୍ର ଭାଇଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟର ଅନ୍

ମୁଁ ଗର୍ବିତ ଏବଂ ନିଜକୁ ଧନ୍ୟ ମନେ କରୁଛି ଯେ ମୋଦୀଜୀ, ନଡ୍ଡାଜୀ, ଯୋଗୀଜୀ, ଅମିତଜୀଙ୍କ, ଧର୍ମେନ୍ଦ୍ର ଭାଇଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟର ଅନ୍ୟ ମହତ୍ୱପୂର୍ଣ୍ଣ ନେତୃତ୍ୱଙ୍କ ମଧ୍ୟରେ ମୋ ପରି ସାମାନ୍ୟ କାର୍ଯ୍ୟକର୍ତ୍ତାକୁ BJP Star Campaigner ସୂଚୀରେ ସାମିଲ କରାଯାଇଛି | 🙏
ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱ ଯେଉଁ ବିଶ୍ୱାସ ମୋ ପରି ଜଣେ ସାମାନ୍ୟ କାର୍ଯ୍ୟକର୍ତ୍ତା ଉପରେ କରିଛନ୍ତି ତାହା ପାର୍ଟିର ସଂକଳ୍ପ ଏବଂ ତୃଣମୂଳ ସ୍ତରୀୟ ଲଢ଼େଇକୁ ଆହୁରି ମଜବୁତ କରିବ |
ଭାରତମାତାର ଜୟ !! 🇮🇳🪷
#DoubleEngineSarkar

BJP Odisha Narendra Modi Dharmendra Pradhan Manmohan Samal J.P.Nadda


-----Pinki Pradhan

6
1737 views