logo

ଆନନ୍ଦପୁର ମହାବିଦ୍ୟାଳୟ ରେ ଯୁବ ରେଡ଼ କ୍ରସ ତାଲିମ ଶିବିର ଉଦଯାପିତ

ଆନନ୍ଦପୁର:ଆନନ୍ଦପୁର ମହାବିଦ୍ୟାଳୟ ରେ ତିନିଦିନ ଧରି ଚାଲିଥିବା କ୍ଲଷ୍ଟର ସ୍ତରୀୟ ଯୁବ ରେଡ଼ କ୍ରସ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ପ୍ରବନ୍ଦ ଓ ତର୍କ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରିଥିଲେ ଏହି ଉଦଯାପନୀ

ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ମହାନ୍ତ,ଡ଼.କମଳିନୀ

ପାଣିଗ୍ରାହୀ,ପ୍ରାଧ୍ୟାପକ ଶିବ ଚରଣ ବେହେରା, ଭଗବାନ ସାହୁ,ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ରଘୁଦିପ୍ତୀ।

ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାରମ୍ଭରେ ପୁଷ୍ପଲତା ରାମ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଯୁବ ରେଡ଼କ୍ରସର ପରାମର୍ଶଦାତା ଗୀତାଞ୍ଜଳୀ ମିଶ୍ର,ନିହାର ରଞ୍ଜନ ସାମଲ,ନରେନ୍ଦ୍ର କୁମାର ସାହୁ,ଚିନ୍ତାମଣି ବେହେରା, ମହେଶ୍ବର ପାତ୍ର ତଥା ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା ଆନନ୍ଦପୁର ପୋଲିସ ଷ୍ଟେସନ ଆଇ ଆଇସି ମନୋରଞ୍ଜନ ପ୍ରଧାନ, ରୋଡ଼ ସେଫ୍ଟଟି ଏବଂ ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ ଏବଂ ତାଙ୍କ ଟିମ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏଥିରେ ଅନିତା ଦାସ,ଭାରତୀ ସାହୁ,ମନୋରମା ନାୟକ,ପ୍ରଣତି ପଟ୍ଟନାୟକ, ସଂଘମିତ୍ରା ରାଉତ,ଅଜିତ ଜେନା,ତପନ କୁମାର ବେହେରା,ପ୍ରଭାତ ସେଠୀ, ଡ଼. ନାରାୟଣ ମିଶ୍ର,ଅନନ୍ତ ଚରଣ ମହାନ୍ତି, ସ୍ଥିତପ୍ରଜ୍ଞା ଜେନା,ସୁରୁଚି ସ୍ୱାଇଁ,ବିଶ୍ୱଜିତ ରାଉତ,ଦିବ୍ୟଲୋଚନ ଭୂୟାଁ, ଦିବ୍ୟରଞ୍ଜନ ସାହୁ,ଦେବବ୍ରତ ରାମ,ମମତରାଣୀ ମିଶ୍ର,ସୁଲୋଚନା ସାହୁ,ଅନନ୍ତ ଚରଣ ସାହୁ,ଲକ୍ଷ୍ମୀଧର ପାତ୍ର, କେଶବ ଚନ୍ଦ୍ର ଜେନା,ସତ୍ୟନନ୍ଦ ନାଏକ,ଗୌରୀ ଚରଣ ପଣ୍ଡା,ପାର୍ଥ ସାରଥୀ ବେଜ ତଥା ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସର୍ବପ୍ରଥମେ ରେଡ଼କ୍ରସର ଜନକ ହେନେରୀ ଡୁନାଣ୍ଟଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ କୁ ସମ୍ପନ୍ନ କରାଯାଇଥିଲା।

24
14701 views
  
1 shares