logo

କଟକ: କାଠଯୋଡ଼ି ନଦୀରେ ବୁଡ଼ି ୨ ନାବାଳକ ନିଖୋଜ


ଖାନନଗର ନିକଟ କାଠଯୋଡ଼ି ନଦୀରେ ବୁଡ଼ିଗଲେ ୨ ନାବାଳକ
ସକାଳେ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ସୂଚନା
ନିଖୋଜ ୨ ନାବାଳକଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି
ଭଗତପୁର ବଗଲା ଲାଇନ୍‌ର ଓମ୍ ବାରିକ, ପ୍ରକାଶ ମହାରଣା ନିଖୋଜ

2
89 views