logo

ବିଭିନ୍ନ ଦାବି ରେ ଗତ ୩ଦିନ ହେବ କଲେଜ ରେ ଚାବି ପକେଇ ଆନ୍ଦୋଳନ ରେ ବସିଛନ୍ତି ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ। କେନ୍ଦୁଝର:କେନ୍ଦୁଝର ଜ


ବିଭିନ୍ନ ଦାବି ରେ ଗତ ୩ଦିନ ହେବ କଲେଜ ରେ ଚାବି ପକେଇ ଆନ୍ଦୋଳନ ରେ ବସିଛନ୍ତି ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ।

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଜାମୁ ନାଳିଆ ଠାରେ ଥିବା ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀ ମାନେ କଲେଜ ରେ ବିଭିନ୍ନ ସମସ୍ୟା ନେଇ ଗତ 3 ଦିନ ହେବ ଆନ୍ଦୋଳନ ରେ ବସିଛନ୍ତି । ସେପଟେ କଲେଜ ଅଧ୍ୟକ୍ଷ କହୁଛନ୍ତି ସମସ୍ୟା ର ଶୀଘ୍ର ସମା ଧାନ ହେବ। ତେବେ କଲେଜରେ ନା ଅଛନ୍ତି ସ୍ଥାଇ ଅଧ୍ୟାପକ ନା ଲାଇବ୍ରେରି ରେ ବହି ନା ପ୍ଲେସମେଣ୍ଟ ର ସୁବିଧା ଏମିତି କି କରନା ମହାମାରୀ ସମୟରେ ନା ଅଛି କଲେଜ ଓ ହଷ୍ଟେଲ ରେ ସାନି ଟାଇଜର ର ବ୍ୟବସ୍ତା ।ନା ଅଛି ଖେଳ ପଡିଆ ନା ପିଇବା ପାଣି ର ବ୍ୟବସ୍ତା । ଏ କେବଳ ଏ ବର୍ଷ ର ଅସୁବିଧା ନୁହଁ ପ୍ରତି ବର୍ଷ ଏ ସବୁ ସମସ୍ୟା କୁ ନେଇ ଆନ୍ଦୋଳନ କରି ଆସୁଛନ୍ତି ଛାତ୍ରଛାତ୍ରୀ ।  ଆଗକୁ ସମାଧାନ ନ ହେଲେ ଆନ୍ଦୋଳନ କୁ ଜୋର ଦାର କରିବା କୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । 
 ତେବେ ଏ ସବୁ ସମସ୍ୟା ବହୁ ବର୍ଷ ରୁ ଲାଗି ରହିଥିବା ବେଳେ  ଏ ସବୁ ସମସ୍ୟା କୁ ସମାଧାନ ତ ଦୂରର କଥା ନିଜ ଉପରେ ଲାଗିଥିବା ଦୋଷ କୁ ଏଡାଇ ଚିରା ଚରିତ ଢଙ୍ଗ ରେ କୁବ ଶୀଘ୍ର ସମାଧାନ ହୋଇଯିବ ବୋଲି   କହୁଛନ୍ତି କଲେଲ ପ୍ରିନ୍ସପାଳ ।

40
14672 views
  
1 shares