କଟକ: କାଠଯୋଡ଼ି ନଦୀରେ ବୁଡ଼ି ୨ ନାବାଳକ ନିଖୋଜ
ଖାନନଗର ନିକଟ କାଠଯୋଡ଼ି ନଦୀରେ ବୁଡ଼ିଗଲେ ୨ ନାବାଳକସକାଳେ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ସୂଚନାନିଖୋଜ ୨ ନାବାଳକଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜିଭଗତପୁର ବଗଲା ଲାଇନ୍ର ଓମ୍ ବାରିକ, ପ୍ରକାଶ ମହାରଣା ନିଖୋଜ